# the centurion ଏହା ସେହି ରୋମୀୟ ଅଧିକାରୀ ନିମନ୍ତେ ପଦବୀ ଥିଲା ଯିଏ ଅନ୍ୟ ରୋମୀୟ ସୈନ୍ୟମାନଙ୍କର ଭାରପ୍ରାପ୍ତ ଅଧିକାରୀ ଥିଲେ I ସେ କ୍ରୁଶାର୍ପଣ କାର୍ଯ୍ୟକୁ ପରିଚାଳନା କରୁଥିଲେ I # what happened ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ସମସ୍ତ ବିଷୟ ଘଟିଲା”(ଦେଖ: [[rc://*/ta/man/translate/figs-activepassive]]) # this man was righteous ଏହି ବ୍ୟକ୍ତି କୌଣସି ମନ୍ଦ କାର୍ଯ୍ୟ କରି ନ ଥିଲେ ବା “ଏହି ଲୋକ କୌଣସି ମନ୍ଦ କାର୍ଯ୍ୟ କଲେ ନାହିଁ”