or_tn/luk/22/46.md

751 B

Why are you sleeping?

ସାମ୍ଭାବ୍ୟ ଉତ୍ତରଗୁଡିକ 1) “ମୁଁ ଆଶ୍ଚର୍ଯ୍ୟାନ୍ୱିତ ଯେ ତୁମ୍ଭେମାନେ ବର୍ତ୍ତମାନ ଶୋଇଛ I” ବା 2) “ତୁମ୍ଭେମାନେ ବର୍ତ୍ତମାନ ଶୋଇବା ଉଚିତ୍ ନୁହେଁ !” (ଦେଖ: rc://*/ta/man/translate/figs-rquestion)

so that you may not enter into temptation

ଯେପରି ତୁମ୍ଭେମାନେ ପରୀକ୍ଷିତ ନ ହୁଅ ବା “ଯେପରି କୌଣସି ବିଷୟ ତୁମ୍ଭମାନଙ୍କୁ ପରୀକ୍ଷିତ ନ କରୁ ଓ ତୁମ୍ଭମାନଙ୍କୁ ପାପରେ ନ ପକାଉ”