or_tn/luk/22/46.md

8 lines
751 B
Markdown
Raw Permalink Normal View History

2020-11-19 00:15:53 +00:00
# Why are you sleeping?
ସାମ୍ଭାବ୍ୟ ଉତ୍ତରଗୁଡିକ 1) “ମୁଁ ଆଶ୍ଚର୍ଯ୍ୟାନ୍ୱିତ ଯେ ତୁମ୍ଭେମାନେ ବର୍ତ୍ତମାନ ଶୋଇଛ I” ବା 2) “ତୁମ୍ଭେମାନେ ବର୍ତ୍ତମାନ ଶୋଇବା ଉଚିତ୍ ନୁହେଁ !” (ଦେଖ: [[rc://*/ta/man/translate/figs-rquestion]])
# so that you may not enter into temptation
ଯେପରି ତୁମ୍ଭେମାନେ ପରୀକ୍ଷିତ ନ ହୁଅ ବା “ଯେପରି କୌଣସି ବିଷୟ ତୁମ୍ଭମାନଙ୍କୁ ପରୀକ୍ଷିତ ନ କରୁ ଓ ତୁମ୍ଭମାନଙ୍କୁ ପାପରେ ନ ପକାଉ”