or_tn/luk/22/42.md

1.7 KiB

Father, if you are willing

ଯୀଶୁ କ୍ରୁଶ ଉପରେ ପ୍ରତ୍ୟେକ ବ୍ୟକ୍ତିର ଅପରାଧ ବହନ କରିବେ I ସେ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ପଚାରନ୍ତି ଯେ ଆଉ କିଛି ଉପାୟ ରହିଛି କି I

Father

ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: rc://*/ta/man/translate/guidelines-sonofgodprinciples)

remove this cup from me

ଯୀଶୁ ଯେଉଁ ବିଷୟର ଶୀଘ୍ର ଅନୁଭୁତି ମଧ୍ୟ ଦେଇଯିବେ, ତାହା ଉଲ୍ଲେଖ କରି କହନ୍ତି ଯେ ସତେ ଯେପରି ତାହା ଏକ ତିକ୍ତ ତରଳ ଦ୍ରବ୍ୟ ଅଟେ ଯାହା ତାଙ୍କୁ ପାନ କରିବାକୁ ହେବ I ବିକଳ୍ପ ଅନୁବାଦ: “ଏହି ପାନପାତ୍ର ପାନ ନ କରିବା ନିମନ୍ତେ ମୋତେ ଅନୁମତି ଦିଅ” ବା “ଯାହା ଘଟିବାକୁ ଯାଉଛି ସେହି ଅନୁଭୁତି ମଧ୍ୟ ଦେଇ ମତେ ଯିବାକୁ ଦିଅ ନାହିଁ” (ଦେଖ: rc://*/ta/man/translate/figs-metaphor)

Nevertheless not my will, but yours be done

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବି ହେଉ, ମୋର ଇଚ୍ଛାନୁସାରେ ନ କରି ବରଂ ତୁମର ଇଚ୍ଛାନୁସାରେ କର” (ଦେଖ: rc://*/ta/man/translate/figs-activepassive)