or_tn/luk/22/42.md

16 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# Father, if you are willing
ଯୀଶୁ କ୍ରୁଶ ଉପରେ ପ୍ରତ୍ୟେକ ବ୍ୟକ୍ତିର ଅପରାଧ ବହନ କରିବେ I ସେ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ପଚାରନ୍ତି ଯେ ଆଉ କିଛି ଉପାୟ ରହିଛି କି I
# Father
ଏହା ଈଶ୍ୱରଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଶିରୋନାମା ଅଟେ I(ଦେଖ: [[rc://*/ta/man/translate/guidelines-sonofgodprinciples]])
# remove this cup from me
ଯୀଶୁ ଯେଉଁ ବିଷୟର ଶୀଘ୍ର ଅନୁଭୁତି ମଧ୍ୟ ଦେଇଯିବେ, ତାହା ଉଲ୍ଲେଖ କରି କହନ୍ତି ଯେ ସତେ ଯେପରି ତାହା ଏକ ତିକ୍ତ ତରଳ ଦ୍ରବ୍ୟ ଅଟେ ଯାହା ତାଙ୍କୁ ପାନ କରିବାକୁ ହେବ I ବିକଳ୍ପ ଅନୁବାଦ: “ଏହି ପାନପାତ୍ର ପାନ ନ କରିବା ନିମନ୍ତେ ମୋତେ ଅନୁମତି ଦିଅ” ବା “ଯାହା ଘଟିବାକୁ ଯାଉଛି ସେହି ଅନୁଭୁତି ମଧ୍ୟ ଦେଇ ମତେ ଯିବାକୁ ଦିଅ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# Nevertheless not my will, but yours be done
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବି ହେଉ, ମୋର ଇଚ୍ଛାନୁସାରେ ନ କରି ବରଂ ତୁମର ଇଚ୍ଛାନୁସାରେ କର” (ଦେଖ: [[rc://*/ta/man/translate/figs-activepassive]])