or_tn/luk/22/34.md

2.1 KiB

the rooster will not crow today, before you deny three times that you know me

ପଦଗୁଡିକର କ୍ରମକୁ ଓଲଟାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ଆଜି କୁକୁଡା ଡାକିବା ପୂର୍ବରୁ ମୋତେ ଯେ ତୁମେ ଜାଣିଛ ତାହା ତିନିଥର ଅସ୍ୱୀକାର କରିବ”

the rooster will not crow today, before you deny

ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ମୋତେ ତିନିଥର ଅସ୍ୱୀକାର କରିବା ପରେ ହିଁ ଆଜି କୁକୁଡା ଡାକିବ” ବା “ଆଜି କୁକୁଡା ଡାକିବା ପୂର୍ବରୁ ତୁମେ ଅସ୍ୱୀକାର କରିବ”

the rooster will not crow

ଏହି ସ୍ଥାନରେ କୁକୁଡା ଡାକିବା ବିଷୟ ଦିବସର ଏକ ନିର୍ଦ୍ଧିଷ୍ଟ ସମୟକୁ ସୂଚାଏ I ଅନେକ ସମୟରେ ପ୍ରଭାତରେ ସୂର୍ଯ୍ୟୋଦୟ ପୂର୍ବରୁ କୁକୁଡା ଡାକିଥାଏ I ଅତଏବ ଏହା ପ୍ରତ୍ୟୁଷକୁ ସୂଚାଏ I (ଦେଖ: rc://*/ta/man/translate/figs-metonymy)

rooster

ସୂର୍ଯ୍ୟ ଉଦୟ ହେବା ବେଳେ ଏକ ପକ୍ଷୀ ବଡ ପାଟିରେ ଡାକେ I

today

ଯିହୂଦୀୟ ଦିବସ ସୂର୍ଯ୍ୟାସ୍ତରେ ଆରମ୍ଭ ହୋଇଥାଏ I ଯୀଶୁ ସୂର୍ଯ୍ୟାସ୍ତ ହେବ ପରେ କଥାବାର୍ତ୍ତା କରୁଛନ୍ତି I ପ୍ରଭାତ ହେବା ପୂର୍ବରୁ କୁକୁଡା ଡାକିବ I ପ୍ରଭାତଟି “ଏହି ଦିନର” ଏକ ଅଂଶ ଅଟେ I ବିକଳ୍ପ ଅନୁବାଦ: “ଆଜି ରାତିରେ” ବା “ପ୍ରଭାତରେ” (ଦେଖ: rc://*/ta/man/translate/figs-explicit)