or_tn/luk/22/34.md

20 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# the rooster will not crow today, before you deny three times that you know me
ପଦଗୁଡିକର କ୍ରମକୁ ଓଲଟାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ଆଜି କୁକୁଡା ଡାକିବା ପୂର୍ବରୁ ମୋତେ ଯେ ତୁମେ ଜାଣିଛ ତାହା ତିନିଥର ଅସ୍ୱୀକାର କରିବ”
# the rooster will not crow today, before you deny
ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ମୋତେ ତିନିଥର ଅସ୍ୱୀକାର କରିବା ପରେ ହିଁ ଆଜି କୁକୁଡା ଡାକିବ” ବା “ଆଜି କୁକୁଡା ଡାକିବା ପୂର୍ବରୁ ତୁମେ ଅସ୍ୱୀକାର କରିବ”
# the rooster will not crow
ଏହି ସ୍ଥାନରେ କୁକୁଡା ଡାକିବା ବିଷୟ ଦିବସର ଏକ ନିର୍ଦ୍ଧିଷ୍ଟ ସମୟକୁ ସୂଚାଏ I ଅନେକ ସମୟରେ ପ୍ରଭାତରେ ସୂର୍ଯ୍ୟୋଦୟ ପୂର୍ବରୁ କୁକୁଡା ଡାକିଥାଏ I ଅତଏବ ଏହା ପ୍ରତ୍ୟୁଷକୁ ସୂଚାଏ I (ଦେଖ: [[rc://*/ta/man/translate/figs-metonymy]])
# rooster
ସୂର୍ଯ୍ୟ ଉଦୟ ହେବା ବେଳେ ଏକ ପକ୍ଷୀ ବଡ ପାଟିରେ ଡାକେ I
# today
ଯିହୂଦୀୟ ଦିବସ ସୂର୍ଯ୍ୟାସ୍ତରେ ଆରମ୍ଭ ହୋଇଥାଏ I ଯୀଶୁ ସୂର୍ଯ୍ୟାସ୍ତ ହେବ ପରେ କଥାବାର୍ତ୍ତା କରୁଛନ୍ତି I ପ୍ରଭାତ ହେବା ପୂର୍ବରୁ କୁକୁଡା ଡାକିବ I ପ୍ରଭାତଟି “ଏହି ଦିନର” ଏକ ଅଂଶ ଅଟେ I ବିକଳ୍ପ ଅନୁବାଦ: “ଆଜି ରାତିରେ” ବା “ପ୍ରଭାତରେ” (ଦେଖ: [[rc://*/ta/man/translate/figs-explicit]])