or_tn/luk/22/32.md

2.1 KiB

But I have prayed for you

ଏହି ସ୍ଥାନରେ “ତୁମର” ଶବ୍ଦ ନିର୍ଦ୍ଧିଷ୍ଟ ଭାବରେ ଶିମୋନଙ୍କୁ ସୂଚାଏ I ଯେଉଁ ଭାଷାଗୁଡିକରେ “ତୁମ୍ଭର” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ତୁମେ ଏକ ବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: rc://*/ta/man/translate/figs-you)

so that your faith may not fail

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମେ ବିଶ୍ୱାସରେ ଲାଗି ରହିବ” ବା ଯେପରି ତୁମେ ମୋ’ ଉପରେ ବିଶ୍ୱାସ କରିବା ଜାରି ରଖିବ”

when you have turned back

ଏଠାରେ “ପୁଣି ଥରେ ଫେରିବା ପରେ” ଜଣକ ଉପରେ ପୂନର୍ବାର ବିଶ୍ୱାସ କରିବା ପାଇଁ ଆରମ୍ଭ କରିବା ବିଷୟର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତୁମେ ମୋ’ ଉପରେ ପୂନର୍ବାର ବିଶ୍ୱାସ କରିବା ଆରମ୍ଭ କଲା ପରେ” ବା “ତୁମେ ମୋର ସେବା କରିବାକୁ ପୁଣି ଥରେ ଆରମ୍ଭ କରିବା ପରେ” (ଦେଖ: rc://*/ta/man/translate/figs-metaphor)

strengthen your brothers

ତୁମର ଭାଇମାନଙ୍କୁ ସେମାନଙ୍କର ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କର” ବା “ତୁମର ଭାଇମାନଙ୍କୁ ମୋ’ଠାରେ ବିଶ୍ୱାସ କରିବା ପାଇଁ ସାହାଯ୍ୟ କର”

your brothers

ଏହା ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ତୁମର ସହ-ବିଶ୍ୱାସୀମାନେ” ବା “ଅନ୍ୟ ଶିଷ୍ୟମାନେ”