20 lines
2.1 KiB
Markdown
20 lines
2.1 KiB
Markdown
|
# But I have prayed for you
|
||
|
|
||
|
ଏହି ସ୍ଥାନରେ “ତୁମର” ଶବ୍ଦ ନିର୍ଦ୍ଧିଷ୍ଟ ଭାବରେ ଶିମୋନଙ୍କୁ ସୂଚାଏ I ଯେଉଁ ଭାଷାଗୁଡିକରେ “ତୁମ୍ଭର” ଶବ୍ଦ ନିମନ୍ତେ ବିଭିନ୍ନ ରୂପ ରହିଛି, ତୁମେ ଏକ ବଚନର ରୂପ ବ୍ୟବହାର କରିବା ଉଚିତ I (ଦେଖ: [[rc://*/ta/man/translate/figs-you]])
|
||
|
|
||
|
# so that your faith may not fail
|
||
|
|
||
|
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତୁମେ ବିଶ୍ୱାସରେ ଲାଗି ରହିବ” ବା ଯେପରି ତୁମେ ମୋ’ ଉପରେ ବିଶ୍ୱାସ କରିବା ଜାରି ରଖିବ”
|
||
|
|
||
|
# when you have turned back
|
||
|
|
||
|
ଏଠାରେ “ପୁଣି ଥରେ ଫେରିବା ପରେ” ଜଣକ ଉପରେ ପୂନର୍ବାର ବିଶ୍ୱାସ କରିବା ପାଇଁ ଆରମ୍ଭ କରିବା ବିଷୟର ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତୁମେ ମୋ’ ଉପରେ ପୂନର୍ବାର ବିଶ୍ୱାସ କରିବା ଆରମ୍ଭ କଲା ପରେ” ବା “ତୁମେ ମୋର ସେବା କରିବାକୁ ପୁଣି ଥରେ ଆରମ୍ଭ କରିବା ପରେ” (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# strengthen your brothers
|
||
|
|
||
|
ତୁମର ଭାଇମାନଙ୍କୁ ସେମାନଙ୍କର ବିଶ୍ୱାସରେ ଦୃଢ଼ ହେବା ପାଇଁ ଉତ୍ସାହିତ କର” ବା “ତୁମର ଭାଇମାନଙ୍କୁ ମୋ’ଠାରେ ବିଶ୍ୱାସ କରିବା ପାଇଁ ସାହାଯ୍ୟ କର”
|
||
|
|
||
|
# your brothers
|
||
|
|
||
|
ଏହା ଅନ୍ୟ ଶିଷ୍ୟମାନଙ୍କୁ ସୂଚାଏ I ବିକଳ୍ପ ଅନୁବାଦ: “ତୁମର ସହ-ବିଶ୍ୱାସୀମାନେ” ବା “ଅନ୍ୟ ଶିଷ୍ୟମାନେ”
|