or_tn/luk/22/22.md

1.6 KiB

For the Son of Man indeed goes

କାରଣ, ପ୍ରକୃତରେ ମନୁଷ୍ୟପୁତ୍ର ଯିବେ ବା “କାରଣ ମନୁଷ୍ୟପୁତ୍ର ମୃତ୍ୟୁବରଣ କରିବେ”

the Son of Man indeed goes

ଯୀଶୁ ତୃତୀୟ ପୁରୁଷ ବ୍ୟବହାର କରି ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ପ୍ରକୃତରେ ଯିବି” (ଦେଖ: rc://*/ta/man/translate/figs-123person)

as it has been determined

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ୱର ସ୍ଥିର କରିଛନ୍ତି” ବା “ଈଶ୍ୱର ଯେପରି ଭାବରେ ଯୋଜନା କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

But woe to that man through whom he is betrayed

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରେ, ସେହି ଲୋକ ପ୍ରତି ହାୟ” ବା “କିନ୍ତୁ ଏହା ସେହି ଲୋକ ପକ୍ଷରେ ଭୟଙ୍କର ହେବ ଯିଏ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରେ” (ଦେଖ: rc://*/ta/man/translate/figs-activepassive)