# For the Son of Man indeed goes କାରଣ, ପ୍ରକୃତରେ ମନୁଷ୍ୟପୁତ୍ର ଯିବେ ବା “କାରଣ ମନୁଷ୍ୟପୁତ୍ର ମୃତ୍ୟୁବରଣ କରିବେ” # the Son of Man indeed goes ଯୀଶୁ ତୃତୀୟ ପୁରୁଷ ବ୍ୟବହାର କରି ନିଜ ବିଷୟରେ କହୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ, ମନୁଷ୍ୟପୁତ୍ର, ପ୍ରକୃତରେ ଯିବି” (ଦେଖ: [[rc://*/ta/man/translate/figs-123person]]) # as it has been determined ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ୱର ସ୍ଥିର କରିଛନ୍ତି” ବା “ଈଶ୍ୱର ଯେପରି ଭାବରେ ଯୋଜନା କରିଛନ୍ତି” (ଦେଖ: [[rc://*/ta/man/translate/figs-activepassive]]) # But woe to that man through whom he is betrayed ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଲୋକ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରେ, ସେହି ଲୋକ ପ୍ରତି ହାୟ” ବା “କିନ୍ତୁ ଏହା ସେହି ଲୋକ ପକ୍ଷରେ ଭୟଙ୍କର ହେବ ଯିଏ ମନୁଷ୍ୟପୁତ୍ରଙ୍କୁ ପ୍ରତାରଣା କରେ” (ଦେଖ: [[rc://*/ta/man/translate/figs-activepassive]])