or_tn/luk/21/34.md

2.7 KiB

so that your hearts are not burdened

ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ମନ ଓ ଭାବନାଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବ୍ୟାପୃତ ହୋଇ ନ ରହିବ” (ଦେଖ: rc://*/ta/man/translate/figs-metonymy)

so that ... are not burdened

ଏହି ସ୍ଥାନରେ ଯୀଶୁ ନିମ୍ନ ଲିଖିତ ପାପଗୁଡିକ ସମ୍ପର୍କରେ କହନ୍ତି ସତେ ଯେପରି ସେଗୁଡିକ ଶାରୀରିକ ଭାର ଅଟେ ଯାହା ଜଣେ ବ୍ୟକ୍ତି ବହନ କରିଥାଏ I (ଦେଖ: rc://*/ta/man/translate/figs-metaphor)

the effects of drinking

ଅତ୍ୟଧିକ ପାନ କରିବା ତୁମ୍ଭମାନଙ୍କ ପ୍ରତି କଅଣ କରିପାରେ ବା “ମତ୍ତତା”

the worries of life

ଏହି ଜୀବନ ସମ୍ବନ୍ଧରେ ଅତ୍ୟଧିକ ଚିନ୍ତା କରିବା

that day will close on you suddenly

ଠିକ ଯେପରି ଗୋଟିଏ ଫାନ୍ଦ ଏକ ପଶୁକୁ ସେ ଅପେକ୍ଷା କରି ନ ଥିବା ବେଳେ ଅବରୁଦ୍ଧ କରେ, ସେହିପରି ଲୋକମାନେ ଅପେକ୍ଷା କରୁ ନ ଥିବା ବେଳେ ସେହି ଦିନ ଆସିବ I ବିକଳ୍ପ ଅନୁବାଦ: “ସେହି ଦିନ ଆସିବ ଯେତେବେଳେ ତୁମ୍ଭେମାନେ ଏହାର ଅପେକ୍ଷା କରୁ ନ ଥିବ, ଠିକ ଯେପରି ଗୋଟିଏ ଫାନ୍ଦ ହଠାତ୍ ଗୋଟିଏ ପଶୁ ଉପରେ ପଡିଥାଏ” (ଦେଖ: rc://*/ta/man/translate/figs-simile)

that day will close on you suddenly

ଯେଉଁମାନେ ପ୍ରସ୍ତୁତ ନୁହନ୍ତି ଏବଂ ଏଥିପାଇଁ ସଜାଗ ନୁହନ୍ତି ସେମାନଙ୍କ ନିମନ୍ତେ ସେହି ଦିନର ଆଗମନ ହଠାତ୍ ଏବଂ ଅନପେକ୍ଷିତ ପରି ମନେ ହେବ I ବିକଳ୍ପ ଅନୁବାଦ: “ଜୀବନ I କାରଣ ଯଦି ତୁମ୍ଭେମାନେ ଜାଗ୍ରତ ହୋଇନାହଁ, ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ଆସି ପଡିବ” (ଦେଖ: rc://*/ta/man/translate/figs-explicit)

that day

ମଶୀହଙ୍କର ଆଗମନ ଦିନକୁ ଏହା ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁ ଦିନ ମନୁଷ୍ୟପୁତ୍ର ଆସିବେ”