or_tn/luk/21/34.md

28 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# so that your hearts are not burdened
ଏହି ସ୍ଥାନରେ “ହୃଦୟ” ଜଣେ ବ୍ୟକ୍ତିର ମନ ଓ ଭାବନାଗୁଡିକୁ ସୂଚାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବ୍ୟାପୃତ ହୋଇ ନ ରହିବ” (ଦେଖ: [[rc://*/ta/man/translate/figs-metonymy]])
# so that ... are not burdened
ଏହି ସ୍ଥାନରେ ଯୀଶୁ ନିମ୍ନ ଲିଖିତ ପାପଗୁଡିକ ସମ୍ପର୍କରେ କହନ୍ତି ସତେ ଯେପରି ସେଗୁଡିକ ଶାରୀରିକ ଭାର ଅଟେ ଯାହା ଜଣେ ବ୍ୟକ୍ତି ବହନ କରିଥାଏ I (ଦେଖ: [[rc://*/ta/man/translate/figs-metaphor]])
# the effects of drinking
ଅତ୍ୟଧିକ ପାନ କରିବା ତୁମ୍ଭମାନଙ୍କ ପ୍ରତି କଅଣ କରିପାରେ ବା “ମତ୍ତତା”
# the worries of life
ଏହି ଜୀବନ ସମ୍ବନ୍ଧରେ ଅତ୍ୟଧିକ ଚିନ୍ତା କରିବା
# that day will close on you suddenly
ଠିକ ଯେପରି ଗୋଟିଏ ଫାନ୍ଦ ଏକ ପଶୁକୁ ସେ ଅପେକ୍ଷା କରି ନ ଥିବା ବେଳେ ଅବରୁଦ୍ଧ କରେ, ସେହିପରି ଲୋକମାନେ ଅପେକ୍ଷା କରୁ ନ ଥିବା ବେଳେ ସେହି ଦିନ ଆସିବ I ବିକଳ୍ପ ଅନୁବାଦ: “ସେହି ଦିନ ଆସିବ ଯେତେବେଳେ ତୁମ୍ଭେମାନେ ଏହାର ଅପେକ୍ଷା କରୁ ନ ଥିବ, ଠିକ ଯେପରି ଗୋଟିଏ ଫାନ୍ଦ ହଠାତ୍ ଗୋଟିଏ ପଶୁ ଉପରେ ପଡିଥାଏ” (ଦେଖ: [[rc://*/ta/man/translate/figs-simile]])
# that day will close on you suddenly
ଯେଉଁମାନେ ପ୍ରସ୍ତୁତ ନୁହନ୍ତି ଏବଂ ଏଥିପାଇଁ ସଜାଗ ନୁହନ୍ତି ସେମାନଙ୍କ ନିମନ୍ତେ ସେହି ଦିନର ଆଗମନ ହଠାତ୍ ଏବଂ ଅନପେକ୍ଷିତ ପରି ମନେ ହେବ I ବିକଳ୍ପ ଅନୁବାଦ: “ଜୀବନ I କାରଣ ଯଦି ତୁମ୍ଭେମାନେ ଜାଗ୍ରତ ହୋଇନାହଁ, ସେହି ଦିନ ହଠାତ୍ ତୁମ୍ଭମାନଙ୍କ ଉପରେ ଆସି ପଡିବ” (ଦେଖ: [[rc://*/ta/man/translate/figs-explicit]])
# that day
ମଶୀହଙ୍କର ଆଗମନ ଦିନକୁ ଏହା ସୂଚାଏ I ବିକଳ୍ପ ଅନୁବାଦ: “ଯେଉଁ ଦିନ ମନୁଷ୍ୟପୁତ୍ର ଆସିବେ”