or_tn/luk/21/33.md

1.0 KiB

Heaven and earth will pass away

ସ୍ୱର୍ଗ ଓ ପୃଥିବୀ ଅସ୍ତିତ୍ବ ହରାଇବେ I “ସ୍ୱର୍ଗ” ଶବ୍ଦ ଏଠାରେ ଆକାଶ ଏବଂ ଏହାର ବାହାରେ ଥିବା ବିଶ୍ଵ ବ୍ରହ୍ମାଣ୍ଡକୁ ସୂଚାଇଥାଏ I

my words will never pass away

ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ ବା “ମୋର ବାକ୍ୟସମୂହ କଦାପି ଅନ୍ୟଥା ହେବ ନାହିଁ I” ଏଠାରେ ସେ କହୁଥିବା ସମସ୍ତ ବିଷୟକୁ ସୂଚାଇବାକୁ ଯୀଶୁ “ବାକ୍ୟସମୂହ” ବ୍ୟବହାର କରନ୍ତି I (ଦେଖ: rc://*/ta/man/translate/figs-metonymy)

will never pass away

ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଚିର ଦିନ ପାଇଁ ରହିବ”