or_tn/luk/21/33.md

12 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Heaven and earth will pass away
ସ୍ୱର୍ଗ ଓ ପୃଥିବୀ ଅସ୍ତିତ୍ବ ହରାଇବେ I “ସ୍ୱର୍ଗ” ଶବ୍ଦ ଏଠାରେ ଆକାଶ ଏବଂ ଏହାର ବାହାରେ ଥିବା ବିଶ୍ଵ ବ୍ରହ୍ମାଣ୍ଡକୁ ସୂଚାଇଥାଏ I
# my words will never pass away
ମୋର ବାକ୍ୟ କଦାପି ଲୋପ ପାଇବ ନାହିଁ ବା “ମୋର ବାକ୍ୟସମୂହ କଦାପି ଅନ୍ୟଥା ହେବ ନାହିଁ I” ଏଠାରେ ସେ କହୁଥିବା ସମସ୍ତ ବିଷୟକୁ ସୂଚାଇବାକୁ ଯୀଶୁ “ବାକ୍ୟସମୂହ” ବ୍ୟବହାର କରନ୍ତି I (ଦେଖ: [[rc://*/ta/man/translate/figs-metonymy]])
# will never pass away
ଏହାକୁ ସକ୍ରିୟ ରୂପରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଚିର ଦିନ ପାଇଁ ରହିବ”