or_tn/luk/21/03.md

1.1 KiB

Truly I say to you

ଏହା ବୁଝାଏ ଯେ ଯୀଶୁ ଯାହା କହିବାକୁ ଯାଉଛନ୍ତି ତାହା ଅତିଶୟ ମହତ୍ତ୍ଵପୂର୍ଣ୍ଣ ଅଟେ

I say to you

ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I “ତୁମ୍ଭମାନଙ୍କୁ” ଶବ୍ଦ ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)

this poor widow put in more than all of them

ଈଶ୍ୱର ତାହାର କ୍ଷୁଦ୍ର ପରିମାଣର ଅର୍ଥକୁ ଲୋକମାନେ ଦେଇଥିବା ବିପୁଳ ପରିମାଣର ଅର୍ଥଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ବିଚାର କଲେ I ବିକଳ୍ପ ଅନୁବାଦ: “ଏହି ବିଧବାର କ୍ଷୁଦ୍ର ଦାନ ଧନୀଲୋକମାନଙ୍କର ବୃହତ୍ତର ଦାନ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ” (ଦେଖ: rc://*/ta/man/translate/figs-hyperbole)