or_tn/luk/21/03.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Truly I say to you
ଏହା ବୁଝାଏ ଯେ ଯୀଶୁ ଯାହା କହିବାକୁ ଯାଉଛନ୍ତି ତାହା ଅତିଶୟ ମହତ୍ତ୍ଵପୂର୍ଣ୍ଣ ଅଟେ
# I say to you
ଯୀଶୁ ତାଙ୍କର ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ I “ତୁମ୍ଭମାନଙ୍କୁ” ଶବ୍ଦ ବହୁବଚନ ଅଟେ I (ଦେଖ: [[rc://*/ta/man/translate/figs-you]])
# this poor widow put in more than all of them
ଈଶ୍ୱର ତାହାର କ୍ଷୁଦ୍ର ପରିମାଣର ଅର୍ଥକୁ ଲୋକମାନେ ଦେଇଥିବା ବିପୁଳ ପରିମାଣର ଅର୍ଥଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ବିଚାର କଲେ I ବିକଳ୍ପ ଅନୁବାଦ: “ଏହି ବିଧବାର କ୍ଷୁଦ୍ର ଦାନ ଧନୀଲୋକମାନଙ୍କର ବୃହତ୍ତର ଦାନ ଅପେକ୍ଷା ଅଧିକ ମୂଲ୍ୟବାନ ଅଟେ” (ଦେଖ: [[rc://*/ta/man/translate/figs-hyperbole]])