or_tn/luk/21/01.md

1.1 KiB

Connecting Statement:

ଏହା କାହାଣୀରେ ପରବର୍ତ୍ତୀ ଘଟଣା ଅଟେ I ସାଦ୍ଦୁକୀମାନେ ଯୀଶୁଙ୍କୁ ପ୍ରଶ୍ନ କରୁଥିବା ଦିନ([ଲୂକ 21:27] (../ଲୂକ/21/27.ମଝି)), କିମ୍ବା ଅନ୍ୟ ଏକ ଭିନ୍ନ ଦିନରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I (ଦେଖ: rc://*/ta/man/translate/writing-background)

gifts

ଦାନଗୁଡିକ କ’ଣ ଅଟେ ତାହା ତୁମକୁ ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ଅର୍ଥ ଦାନ” (ଦେଖ: rc://*/ta/man/translate/figs-explicit)

the treasury

ମନ୍ଦିର ପ୍ରାଙ୍ଗଣରେ ଥିବା ଗୋଟିଏ ବାକ୍ସ, ଯେଉଁଠାରେ ଲୋକମାନେ ଈଶ୍ୱରଙ୍କ ନିକଟରେ ଦାନ ଭାବରେ ଅର୍ଥ ପକାନ୍ତି