# Connecting Statement: ଏହା କାହାଣୀରେ ପରବର୍ତ୍ତୀ ଘଟଣା ଅଟେ I ସାଦ୍ଦୁକୀମାନେ ଯୀଶୁଙ୍କୁ ପ୍ରଶ୍ନ କରୁଥିବା ଦିନ([ଲୂକ 21:27] (../ଲୂକ/21/27.ମଝି)), କିମ୍ବା ଅନ୍ୟ ଏକ ଭିନ୍ନ ଦିନରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରନ୍ତି I (ଦେଖ: [[rc://*/ta/man/translate/writing-background]]) # gifts ଦାନଗୁଡିକ କ’ଣ ଅଟେ ତାହା ତୁମକୁ ସ୍ପଷ୍ଟ କରିବା ଆବଶ୍ୟକ ହୋଇପାରେ I ବିକଳ୍ପ ଅନୁବାଦ: “ଅର୍ଥ ଦାନ” (ଦେଖ: [[rc://*/ta/man/translate/figs-explicit]]) # the treasury ମନ୍ଦିର ପ୍ରାଙ୍ଗଣରେ ଥିବା ଗୋଟିଏ ବାକ୍ସ, ଯେଉଁଠାରେ ଲୋକମାନେ ଈଶ୍ୱରଙ୍କ ନିକଟରେ ଦାନ ଭାବରେ ଅର୍ଥ ପକାନ୍ତି