or_tn/luk/20/43.md

799 B

until I make your enemies a footstool for your feet

ମଶୀହଙ୍କ ଶତୃମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ପିଢ଼ା ଯାହା ଉପରେ ସେ ତାଙ୍କର ପାଦ ରଖିବେ I ଏହା ସମର୍ପଣର ଏକ ଛବି ଅଟେ I ବିକଳ୍ପ ଅନୁବାଦ: “ ଯେପର୍ଯ୍ୟନ୍ତ ମୁଁ ତୁମର ଶତୃମାନଙ୍କୁ ତୁମ ନିମନ୍ତେ ପାଦ ରଖିବା ମେଜ ପରି ନ କରିଛି” ବା “ଯେପର୍ଯ୍ୟନ୍ତ ମୁଁ ତୁମ ନିମନ୍ତେ ତୁମର ଶତୃମାନଙ୍କୁ ଜୟ ନ କରିଛି” (ଦେଖ: rc://*/ta/man/translate/figs-metaphor)