or_tn/luk/20/43.md

4 lines
799 B
Markdown
Raw Permalink Normal View History

2020-11-19 00:15:53 +00:00
# until I make your enemies a footstool for your feet
ମଶୀହଙ୍କ ଶତୃମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ପିଢ଼ା ଯାହା ଉପରେ ସେ ତାଙ୍କର ପାଦ ରଖିବେ I ଏହା ସମର୍ପଣର ଏକ ଛବି ଅଟେ I ବିକଳ୍ପ ଅନୁବାଦ: “ ଯେପର୍ଯ୍ୟନ୍ତ ମୁଁ ତୁମର ଶତୃମାନଙ୍କୁ ତୁମ ନିମନ୍ତେ ପାଦ ରଖିବା ମେଜ ପରି ନ କରିଛି” ବା “ଯେପର୍ଯ୍ୟନ୍ତ ମୁଁ ତୁମ ନିମନ୍ତେ ତୁମର ଶତୃମାନଙ୍କୁ ଜୟ ନ କରିଛି” (ଦେଖ: [[rc://*/ta/man/translate/figs-metaphor]])