or_tn/luk/20/41.md

1.9 KiB

General Information:

ଯୀଶୁ ଶାସ୍ତ୍ରୀମାନଙ୍କୁ ଏକ ପ୍ରଶ୍ନ ପଚାରିଲେ

How do they say ... David's son?

ସେମାନେ ... ପୁତ୍ର କାହିଁକି କହନ୍ତି? ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରିନ୍ତି ଯେପରି ସେ ଶାସ୍ତ୍ରୀମାନଙ୍କୁ ମଶୀହ କିଏ ବୋଲି ଭାବିବାକୁ ଦେବେ I ବିକଳ୍ପ ଅନୁବାଦ: “ଆସୁ ଆମ୍ଭେମାନେ ସେମାନଙ୍କର “ପୁତ୍ର” ବୋଲି କହିବା ସମ୍ପର୍କରେ ଚିନ୍ତା କରିବା” ବା “ସେମାନଙ୍କର ... “ପୁତ୍ର” ବୋଲି କହିବା ସମ୍ପର୍କରେ ମୁଁ କଥାବାର୍ତ୍ତା କରିବି” (ଦେଖ: rc://*/ta/man/translate/figs-rquestion)

they say

ଭାବବାଦୀମାନେ, ଧର୍ମନେତାମାନେ ଏବଂ ସର୍ବ ସାଧାରଣ ଯିହୂଦୀ ଲୋକମାନେ ଜାଣନ୍ତି ଯେ ମଶୀହ ଦାଉଦଙ୍କ ପୁତ୍ର ଅଟନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଲୋକ କହନ୍ତି” ବା “ଲୋକମାନେ କହନ୍ତି” (ଦେଖ: rc://*/ta/man/translate/figs-explicit)

David's son

ରାଜା ଦାଉଦଙ୍କ ବଂଶଧର ଅଟନ୍ତି I ଏଠାରେ “ପୁତ୍ର” ଶବ୍ଦ ଜଣେ ଉତ୍ତରାଧିକାରୀକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି I ଏହି କ୍ଷେତ୍ରରେ, ଯିଏ ଈଶ୍ୱରଙ୍କ ରାଜ୍ୟ ଉପରେ ରାଜତ୍ଵ କରିବେ, ତାହାଙ୍କୁ ଏହା ସୂଚିତ କରେ I (ଦେଖ: rc://*/ta/man/translate/figs-synecdoche)