# General Information: ଯୀଶୁ ଶାସ୍ତ୍ରୀମାନଙ୍କୁ ଏକ ପ୍ରଶ୍ନ ପଚାରିଲେ # How do they say ... David's son? ସେମାନେ ... ପୁତ୍ର କାହିଁକି କହନ୍ତି? ଯୀଶୁ ଏକ ପ୍ରଶ୍ନ ବ୍ୟବହାର କରିନ୍ତି ଯେପରି ସେ ଶାସ୍ତ୍ରୀମାନଙ୍କୁ ମଶୀହ କିଏ ବୋଲି ଭାବିବାକୁ ଦେବେ I ବିକଳ୍ପ ଅନୁବାଦ: “ଆସୁ ଆମ୍ଭେମାନେ ସେମାନଙ୍କର “ପୁତ୍ର” ବୋଲି କହିବା ସମ୍ପର୍କରେ ଚିନ୍ତା କରିବା” ବା “ସେମାନଙ୍କର ... “ପୁତ୍ର” ବୋଲି କହିବା ସମ୍ପର୍କରେ ମୁଁ କଥାବାର୍ତ୍ତା କରିବି” (ଦେଖ: [[rc://*/ta/man/translate/figs-rquestion]]) # they say ଭାବବାଦୀମାନେ, ଧର୍ମନେତାମାନେ ଏବଂ ସର୍ବ ସାଧାରଣ ଯିହୂଦୀ ଲୋକମାନେ ଜାଣନ୍ତି ଯେ ମଶୀହ ଦାଉଦଙ୍କ ପୁତ୍ର ଅଟନ୍ତି I ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଲୋକ କହନ୍ତି” ବା “ଲୋକମାନେ କହନ୍ତି” (ଦେଖ: [[rc://*/ta/man/translate/figs-explicit]]) # David's son ରାଜା ଦାଉଦଙ୍କ ବଂଶଧର ଅଟନ୍ତି I ଏଠାରେ “ପୁତ୍ର” ଶବ୍ଦ ଜଣେ ଉତ୍ତରାଧିକାରୀକୁ ସୂଚାଇବା ନିମନ୍ତେ ବ୍ୟବହୃତ ହୋଇଛି I ଏହି କ୍ଷେତ୍ରରେ, ଯିଏ ଈଶ୍ୱରଙ୍କ ରାଜ୍ୟ ଉପରେ ରାଜତ୍ଵ କରିବେ, ତାହାଙ୍କୁ ଏହା ସୂଚିତ କରେ I (ଦେଖ: [[rc://*/ta/man/translate/figs-synecdoche]])