or_tn/luk/20/28.md

12 lines
1.1 KiB
Markdown

# if anyone's brother dies having a wife, and he is childless
ଯଦି ଜଣେ ଲୋକର ଭାଇ ତାହାର ସ୍ତ୍ରୀ ଥାଉ ଥାଉ ମରିଯାଏ ଓ ତାହାର କୌଣସି ସନ୍ତାନ ନ ଥାଆନ୍ତି
# that his brother should take his wife
ସେହି ଲୋକ ତାହାର ମୃତ ଭାଇର ସ୍ତ୍ରୀକୁ ବିବାହ କରିବା ଉଚିତ୍
# raise up offspring for his brother
ଆପଣା ମୃତ ପତିର ଭାଇକୁ ବିବାହ କରିଥିବା ସ୍ତ୍ରୀଲୋକଠାରୁ ଜାତ ପ୍ରଥମ ପୁତ୍ରକୁ ଯିହୂଦୀମାନେ ସେହି ସ୍ତ୍ରୀଲୋକର ପ୍ରଥମ ସ୍ବାମୀର ପୁତ୍ର ଭାବରେ ବିବେଚନା କରୁଥିଲେ I ଏହି ପୁତ୍ର ତା’ର ମାତାର ପ୍ରଥମ ସ୍ୱାମୀର ସମ୍ପତ୍ତିକୁ ଉତ୍ତରାଧିକାରୀ ଭାବରେ ପାଉଥିଲା ଏବଂ ତାହାର ନାମ ବହନ କରୁଥିଲା I (ଦେଖ: [[rc://*/ta/man/translate/figs-explicit]])