or_tn/luk/20/28.md

1.1 KiB

if anyone's brother dies having a wife, and he is childless

ଯଦି ଜଣେ ଲୋକର ଭାଇ ତାହାର ସ୍ତ୍ରୀ ଥାଉ ଥାଉ ମରିଯାଏ ଓ ତାହାର କୌଣସି ସନ୍ତାନ ନ ଥାଆନ୍ତି

that his brother should take his wife

ସେହି ଲୋକ ତାହାର ମୃତ ଭାଇର ସ୍ତ୍ରୀକୁ ବିବାହ କରିବା ଉଚିତ୍

raise up offspring for his brother

ଆପଣା ମୃତ ପତିର ଭାଇକୁ ବିବାହ କରିଥିବା ସ୍ତ୍ରୀଲୋକଠାରୁ ଜାତ ପ୍ରଥମ ପୁତ୍ରକୁ ଯିହୂଦୀମାନେ ସେହି ସ୍ତ୍ରୀଲୋକର ପ୍ରଥମ ସ୍ବାମୀର ପୁତ୍ର ଭାବରେ ବିବେଚନା କରୁଥିଲେ I ଏହି ପୁତ୍ର ତା’ର ମାତାର ପ୍ରଥମ ସ୍ୱାମୀର ସମ୍ପତ୍ତିକୁ ଉତ୍ତରାଧିକାରୀ ଭାବରେ ପାଉଥିଲା ଏବଂ ତାହାର ନାମ ବହନ କରୁଥିଲା I (ଦେଖ: rc://*/ta/man/translate/figs-explicit)