or_tn/luk/20/20.md

1.1 KiB

they sent out spies

ଯୀଶୁଙ୍କୁ ଲକ୍ଷ୍ୟ କରିବା ନିମନ୍ତେ ଶାସ୍ତ୍ରୀମାନେ ଓ ପ୍ରଧାନ ଯାଜକମାନେ ଚରମାନଙ୍କୁ ପ୍ରେରଣ କଲେ

so that they might find fault with his speech

କାରଣ ସେମାନେ ଯୀଶୁ କିଛି ଖରାପ କଥା କହିଲେ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହୁଁଥିଲେ

to the rule and to the authority of the governor

ଆଇନ୍ ଓ “କ୍ଷମତା” ଦୁଇପ୍ରକାରେ କହିବା ବିଷୟ ଯେ ସେମାନେ ଚାହୁଁଥିଲେ ଯେ ଶାସନକର୍ତ୍ତା ଯୀଶୁଙ୍କ ବିଚାର କରନ୍ତୁ I ଏହାକୁ ଗୋଟିଏ ବା ଉଭୟ ଅଭିବ୍ୟକ୍ତିରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ଯେପରି ଶାସନକର୍ତ୍ତା ଯୀଶୁଙ୍କୁ ଦଣ୍ଡ ଦେବେ” (ଦେଖ: rc://*/ta/man/translate/figs-explicit)