or_tn/luk/20/20.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# they sent out spies
ଯୀଶୁଙ୍କୁ ଲକ୍ଷ୍ୟ କରିବା ନିମନ୍ତେ ଶାସ୍ତ୍ରୀମାନେ ଓ ପ୍ରଧାନ ଯାଜକମାନେ ଚରମାନଙ୍କୁ ପ୍ରେରଣ କଲେ
# so that they might find fault with his speech
କାରଣ ସେମାନେ ଯୀଶୁ କିଛି ଖରାପ କଥା କହିଲେ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଚାହୁଁଥିଲେ
# to the rule and to the authority of the governor
ଆଇନ୍ ଓ “କ୍ଷମତା” ଦୁଇପ୍ରକାରେ କହିବା ବିଷୟ ଯେ ସେମାନେ ଚାହୁଁଥିଲେ ଯେ ଶାସନକର୍ତ୍ତା ଯୀଶୁଙ୍କ ବିଚାର କରନ୍ତୁ I ଏହାକୁ ଗୋଟିଏ ବା ଉଭୟ ଅଭିବ୍ୟକ୍ତିରେ ଅନୁବାଦ କରିହେବ I ବିକଳ୍ପ ଅନୁବାଦ: “ଯେପରି ଶାସନକର୍ତ୍ତା ଯୀଶୁଙ୍କୁ ଦଣ୍ଡ ଦେବେ” (ଦେଖ: [[rc://*/ta/man/translate/figs-explicit]])