or_tn/luk/20/15.md

1.1 KiB

Connecting Statement:

ଯୀଶୁ ଲୋକସମୂହକୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କଲେ I

they threw him out of the vineyard

ଦ୍ରାକ୍ଷାଫଳ ଉତ୍ପନ୍ନକାରୀମାନେ କର୍ତ୍ତାଙ୍କର ପୁତ୍ରଙ୍କୁ ବଳପୂର୍ବକ ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ

What then will the lord of the vineyard do to them?

ଦ୍ରାକ୍ଷାକ୍ଷେତର କର୍ତ୍ତା କଅଣ କରିବେ ତାହା ପ୍ରତି ତାଙ୍କର ଶ୍ରୋତାମାନେ ଧ୍ୟାନ ଦେବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ପଚାରନ୍ତି I ବିକଳ୍ପ ଅନୁବାଦ: “ଅତଏବ, ବର୍ତ୍ତମାନ ଶୁଣ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ” (ଦେଖ: rc://*/ta/man/translate/figs-rquestion)