or_tn/luk/20/15.md

12 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ଲୋକସମୂହକୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କଲେ I
# they threw him out of the vineyard
ଦ୍ରାକ୍ଷାଫଳ ଉତ୍ପନ୍ନକାରୀମାନେ କର୍ତ୍ତାଙ୍କର ପୁତ୍ରଙ୍କୁ ବଳପୂର୍ବକ ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ
# What then will the lord of the vineyard do to them?
ଦ୍ରାକ୍ଷାକ୍ଷେତର କର୍ତ୍ତା କଅଣ କରିବେ ତାହା ପ୍ରତି ତାଙ୍କର ଶ୍ରୋତାମାନେ ଧ୍ୟାନ ଦେବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ପଚାରନ୍ତି I ବିକଳ୍ପ ଅନୁବାଦ: “ଅତଏବ, ବର୍ତ୍ତମାନ ଶୁଣ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ” (ଦେଖ: [[rc://*/ta/man/translate/figs-rquestion]])