or_tn/luk/20/13.md

437 B

What should I do?

ଏହି ପ୍ରଶ୍ନ ଗୁରୁତ୍ଵ ଆରୋପ କରେ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ଯତ୍ନପୂର୍ବକ ଭାବିଥିବେ ଯେ ସେ କଅଣ କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଏପରି କରିବି:” (ଦେଖ: rc://*/ta/man/translate/figs-rquestion)