or_tn/luk/20/13.md

4 lines
437 B
Markdown
Raw Permalink Normal View History

2020-11-19 00:15:53 +00:00
# What should I do?
ଏହି ପ୍ରଶ୍ନ ଗୁରୁତ୍ଵ ଆରୋପ କରେ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ଯତ୍ନପୂର୍ବକ ଭାବିଥିବେ ଯେ ସେ କଅଣ କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଏପରି କରିବି:” (ଦେଖ: [[rc://*/ta/man/translate/figs-rquestion]])