or_tn/luk/20/11.md

573 B

also beat that one

ସେହି ଦାସକୁ ପ୍ରହାର କଲେ

treating him shamefully

ଅପମାନିତ କଲେ

sent him away empty-handed

ଶୂନ୍ୟ ହସ୍ତ ""କିଛି ନ ପାଇବା"" ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: rc://*/ta/man/translate/figs-metaphor)