12 lines
1.2 KiB
Markdown
12 lines
1.2 KiB
Markdown
# the appointed time
|
|
|
|
ସେମାନେ ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ସମ୍ମତ ହୋଇଥିବା ସମୟ I ଏହା ହୁଏତ ଫସଲ ଅମଳ ସମୟ ହୋଇଥିବ I
|
|
|
|
# of the fruit of the vineyard
|
|
|
|
କିଛି ଦ୍ରାକ୍ଷାଫଳ ବା “ଦ୍ରାକ୍ଷାକ୍ଷେତରେ ସେମାନେ ଉତ୍ପନ୍ନ କରିଥିବା ଫଳରୁ କିଛି I” ସେମାନେ ଦ୍ରାକ୍ଷାଫଳରୁ ଉପନ୍ନ କରିଥିବା କିଛି ବିଷୟକୁ ବା ଦ୍ରାକ୍ଷାଫଳ ବିକ୍ରୟ କରି ଉପାର୍ଜିତ ଆୟକୁ ହୁଏତ ଏହା ସୂଚାଉ ଥାଇପାରେ I
|
|
|
|
# sent him away empty-handed
|
|
|
|
ଶୂନ୍ୟ ହସ୍ତ “କିଛି ନୁହେଁ” ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: [[rc://*/ta/man/translate/figs-metaphor]])
|