or_tn/luk/20/10.md

1.2 KiB

the appointed time

ସେମାନେ ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ସମ୍ମତ ହୋଇଥିବା ସମୟ I ଏହା ହୁଏତ ଫସଲ ଅମଳ ସମୟ ହୋଇଥିବ I

of the fruit of the vineyard

କିଛି ଦ୍ରାକ୍ଷାଫଳ ବା “ଦ୍ରାକ୍ଷାକ୍ଷେତରେ ସେମାନେ ଉତ୍ପନ୍ନ କରିଥିବା ଫଳରୁ କିଛି I” ସେମାନେ ଦ୍ରାକ୍ଷାଫଳରୁ ଉପନ୍ନ କରିଥିବା କିଛି ବିଷୟକୁ ବା ଦ୍ରାକ୍ଷାଫଳ ବିକ୍ରୟ କରି ଉପାର୍ଜିତ ଆୟକୁ ହୁଏତ ଏହା ସୂଚାଉ ଥାଇପାରେ I

sent him away empty-handed

ଶୂନ୍ୟ ହସ୍ତ “କିଛି ନୁହେଁ” ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: rc://*/ta/man/translate/figs-metaphor)