or_tn/luk/19/42.md

12 lines
1.3 KiB
Markdown

# If only you had known ... the things which bring peace
ଯୀଶୁ ତାଙ୍କର ଦୁଃଖ ପ୍ରକାଶ କରନ୍ତି ଯେ ଯିରୁଶାଲମର ଲୋକମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ରହିବା ସୁଯୋଗ ହରାଇଛନ୍ତି I
# you had known
“ତୋ” ଶବ୍ଦ ଏକବଚନ ଅଟେ କାରଣ ଯୀଶୁ ନଗରୀ ପ୍ରତି କହନ୍ତି I କିନ୍ତୁ ଯଦି ଏହା ତୁମର ଭାଷାରେ ଅସ୍ୱାଭାବିକ ହେବ, ତେବେ ତୁମେ ନଗରୀର ଲୋକମାନଙ୍କୁ ସୂଚାଇବା ନିମନ୍ତେ “ତୁମ୍ଭେମାନେ” ବ୍ୟବହାର କରିପାରିବ I (ଦେଖ: [[rc://*/ta/man/translate/figs-you]])
# they are hidden from your eyes
ତୋହର ଦୃଷ୍ଟି ଦେଖିପାରିବା ସକ୍ଷମତାକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ସେଗୁଡିକୁ ଆଉ ଦେଖି ପାରିବ ନାହିଁ” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-activepassive]])