or_tn/luk/19/42.md

1.3 KiB

If only you had known ... the things which bring peace

ଯୀଶୁ ତାଙ୍କର ଦୁଃଖ ପ୍ରକାଶ କରନ୍ତି ଯେ ଯିରୁଶାଲମର ଲୋକମାନେ ଈଶ୍ୱରଙ୍କ ସହିତ ଶାନ୍ତିରେ ରହିବା ସୁଯୋଗ ହରାଇଛନ୍ତି I

you had known

“ତୋ” ଶବ୍ଦ ଏକବଚନ ଅଟେ କାରଣ ଯୀଶୁ ନଗରୀ ପ୍ରତି କହନ୍ତି I କିନ୍ତୁ ଯଦି ଏହା ତୁମର ଭାଷାରେ ଅସ୍ୱାଭାବିକ ହେବ, ତେବେ ତୁମେ ନଗରୀର ଲୋକମାନଙ୍କୁ ସୂଚାଇବା ନିମନ୍ତେ “ତୁମ୍ଭେମାନେ” ବ୍ୟବହାର କରିପାରିବ I (ଦେଖ: rc://*/ta/man/translate/figs-you)

they are hidden from your eyes

ତୋହର ଦୃଷ୍ଟି ଦେଖିପାରିବା ସକ୍ଷମତାକୁ ସୂଚାଏ I ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମେ ସେଗୁଡିକୁ ଆଉ ଦେଖି ପାରିବ ନାହିଁ” (ଦେଖ: [[rc:///ta/man/translate/figs-metonymy]] ଏବଂ [[rc:///ta/man/translate/figs-activepassive]])