or_tn/luk/19/40.md

1.2 KiB

I tell you

ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାକୁ ଗୁରୁତ୍ଵ ଦେବା ନିମନ୍ତେ ଏହା କହନ୍ତି I

if these were silent, the stones would cry out

ଏହା ପରିକଳ୍ପନା ଉପରେ ଆଧାରିତ ଏକ ପରିସ୍ଥିତି ଅଟେ I କେତେକେ ଅନୁବାଦକମାନେ ହୁଏତ ଏହା ସ୍ପଷ୍ଟ କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି ଯେ ଯୀଶୁ ଯେତେବେଳେ ଏହା କହିଲେ ସେ କେଉଁ ବିଷୟ ଇଙ୍ଗିତ କରୁଥିଲେ: “ନା, ମୁଁ ସେମାନଙ୍କୁ ଅନୁଯୋଗ କରିବି ନାହିଁ, କାରଣ ଏହି ଲୋକମାନେ ଯଦି ନୀରବ ରହିବେ ... ପାଟି କରିବେ” (ଦେଖ: [[rc:///ta/man/translate/figs-hypo]] ଏବଂ [[rc:///ta/man/translate/figs-explicit]])

the stones would cry out

ପଥରଗୁଡାକ ପ୍ରଶଂସା କରିବା ପାଇଁ ପାଟି କରିବେ