or_tn/luk/19/40.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# I tell you
ଯୀଶୁ ଯାହା ପରବର୍ତ୍ତୀ ସମୟରେ କହିବାକୁ ଯାଉଛନ୍ତି ତାକୁ ଗୁରୁତ୍ଵ ଦେବା ନିମନ୍ତେ ଏହା କହନ୍ତି I
# if these were silent, the stones would cry out
ଏହା ପରିକଳ୍ପନା ଉପରେ ଆଧାରିତ ଏକ ପରିସ୍ଥିତି ଅଟେ I କେତେକେ ଅନୁବାଦକମାନେ ହୁଏତ ଏହା ସ୍ପଷ୍ଟ କରିବା ନିମନ୍ତେ ଆବଶ୍ୟକ କରିପାରନ୍ତି ଯେ ଯୀଶୁ ଯେତେବେଳେ ଏହା କହିଲେ ସେ କେଉଁ ବିଷୟ ଇଙ୍ଗିତ କରୁଥିଲେ: “ନା, ମୁଁ ସେମାନଙ୍କୁ ଅନୁଯୋଗ କରିବି ନାହିଁ, କାରଣ ଏହି ଲୋକମାନେ ଯଦି ନୀରବ ରହିବେ ... ପାଟି କରିବେ” (ଦେଖ: [[rc://*/ta/man/translate/figs-hypo]] ଏବଂ [[rc://*/ta/man/translate/figs-explicit]])
# the stones would cry out
ପଥରଗୁଡାକ ପ୍ରଶଂସା କରିବା ପାଇଁ ପାଟି କରିବେ