or_tn/luk/19/22.md

12 lines
986 B
Markdown

# Connecting Statement:
[ଲୂକ19:1-2](./01.ମଝି) ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି
# By your mouth
ତାହାର “କଥା” ସେ କହିଥିବା ସମସ୍ତ ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: : ତୁ କହିଥିବା କଥା ଉପରେ ଆଧାରିତ କରି” (ଦେଖ: [[rc://*/ta/man/translate/figs-metonymy]])
# Did you know that I am a demanding man
ସେହି କୁଳୀନ ଲୋକ ତାଙ୍କ ବିଷୟରେ ସେହି ଦାସ କହିଥିବା କଥାର ପୁନରାବୃତ୍ତି କରୁଥିଲେ I ସେ କହୁନାହାନ୍ତି ଯେ ଏହା ସତ୍ୟ ଅଟେ I ବିକଳ୍ପ ଅନୁବାଦ: “ତୁ କହିଲୁ ଯେ ମୁଁ ଜଣେ ଦାବୀ କରୁଥିବା ବ୍ୟକ୍ତି”