or_tn/luk/19/22.md

986 B

Connecting Statement:

ଲୂକ19:1-2 ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି

By your mouth

ତାହାର “କଥା” ସେ କହିଥିବା ସମସ୍ତ ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: : ତୁ କହିଥିବା କଥା ଉପରେ ଆଧାରିତ କରି” (ଦେଖ: rc://*/ta/man/translate/figs-metonymy)

Did you know that I am a demanding man

ସେହି କୁଳୀନ ଲୋକ ତାଙ୍କ ବିଷୟରେ ସେହି ଦାସ କହିଥିବା କଥାର ପୁନରାବୃତ୍ତି କରୁଥିଲେ I ସେ କହୁନାହାନ୍ତି ଯେ ଏହା ସତ୍ୟ ଅଟେ I ବିକଳ୍ପ ଅନୁବାଦ: “ତୁ କହିଲୁ ଯେ ମୁଁ ଜଣେ ଦାବୀ କରୁଥିବା ବ୍ୟକ୍ତି”