or_tn/luk/19/07.md

12 lines
723 B
Markdown

# they all complained
ଯିହୂଦୀମାନେ କରଗ୍ରାହୀମାନଙ୍କୁ ଘୃଣା କରୁଥିଲେ ଓ ଭାବୁ ନ ଥିଲେ ଯେ କୌଣସି ଉତ୍ତମ ବ୍ୟକ୍ତି ସେମାନଙ୍କ ସହିତ ସଂଶ୍ଲିଷ୍ଟ ହେବା ଉଚିତ୍ I (ଦେଖ: [[rc://*/ta/man/translate/figs-explicit]])
# He has gone in to visit with a sinful man
ଯୀଶୁ ଜଣେ ପାପୀ ଲୋକର ଗୃହକୁ ପରିଦର୍ଶନ କରିବା ନିମନ୍ତେ ଯାଇଛନ୍ତି
# a sinful man
ସହଜରେ ପରିଲକ୍ଷିତ ପାପୀ କିମ୍ବା “ ଜଣେ ପ୍ରକୃତ ପାପୀ”