or_tn/luk/19/07.md

723 B

they all complained

ଯିହୂଦୀମାନେ କରଗ୍ରାହୀମାନଙ୍କୁ ଘୃଣା କରୁଥିଲେ ଓ ଭାବୁ ନ ଥିଲେ ଯେ କୌଣସି ଉତ୍ତମ ବ୍ୟକ୍ତି ସେମାନଙ୍କ ସହିତ ସଂଶ୍ଲିଷ୍ଟ ହେବା ଉଚିତ୍ I (ଦେଖ: rc://*/ta/man/translate/figs-explicit)

He has gone in to visit with a sinful man

ଯୀଶୁ ଜଣେ ପାପୀ ଲୋକର ଗୃହକୁ ପରିଦର୍ଶନ କରିବା ନିମନ୍ତେ ଯାଇଛନ୍ତି

a sinful man

ସହଜରେ ପରିଲକ୍ଷିତ ପାପୀ କିମ୍ବା “ ଜଣେ ପ୍ରକୃତ ପାପୀ”