or_tn/luk/18/30.md

829 B

who will not receive

“ଏପରି କେହି ନାହିଁ ଯିଏ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ... ପରିତ୍ୟାଗ କରିଛି” ଏହି ବାକ୍ୟାଂଶ ସହିତ ଆରମ୍ଭ ହୋଇଥିବା ବାକ୍ୟ ଏଠାରେ ସମାପ୍ତ ହୋଇଛି (ପଦ 28) I ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇ ପାରିବ I “ପ୍ରତ୍ୟେକ ବ୍ୟକ୍ତି ଯିଏ ପରିତ୍ୟାଗ କରିଛି... ଈଶ୍ୱରଙ୍କ ରାଜ୍ୟରେ ... ପାଇବ” (ଦେଖ: rc://*/ta/man/translate/figs-doublenegatives)

in the world to come, eternal life

ଆଗାମୀ ଜଗତ ପାଇଁ ଅନନ୍ତ ଜୀବନ ପାଇବା