or_tn/luk/18/30.md

8 lines
829 B
Markdown
Raw Permalink Normal View History

2020-11-19 00:15:53 +00:00
# who will not receive
“ଏପରି କେହି ନାହିଁ ଯିଏ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ... ପରିତ୍ୟାଗ କରିଛି” ଏହି ବାକ୍ୟାଂଶ ସହିତ ଆରମ୍ଭ ହୋଇଥିବା ବାକ୍ୟ ଏଠାରେ ସମାପ୍ତ ହୋଇଛି (ପଦ 28) I ଏହାକୁ ଆସ୍ତିସୂଚକ ଭାବରେ ବ୍ୟକ୍ତ କରାଯାଇ ପାରିବ I “ପ୍ରତ୍ୟେକ ବ୍ୟକ୍ତି ଯିଏ ପରିତ୍ୟାଗ କରିଛି... ଈଶ୍ୱରଙ୍କ ରାଜ୍ୟରେ ... ପାଇବ” (ଦେଖ: [[rc://*/ta/man/translate/figs-doublenegatives]])
# in the world to come, eternal life
ଆଗାମୀ ଜଗତ ପାଇଁ ଅନନ୍ତ ଜୀବନ ପାଇବା