or_tn/luk/18/14.md

1.6 KiB

this man went back down to his house justified

ସେ ଧାର୍ମିକ ଗଣିତ ହେଲା କାରଣ ଈଶ୍ୱର ତାହାକୁ ତାହାର ପାପରୁ କ୍ଷମା କଲେ I ବିକଳ୍ପ ଅନୁବାଦ: “ଈଶ୍ୱର କରଗ୍ରାହୀକୁ କ୍ଷମା କଲେ” (ଦେଖ: rc://*/ta/man/translate/figs-explicit)

rather than the other

ବରଂ ସେହି ଅନ୍ୟ ଲୋକ ଅପେକ୍ଷା ବା “ଆଉ ସେହି ଅନ୍ୟ ଲୋକକୁ ନୁହେଁ I” ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ୱର ସେହି ଫାରୂଶୀକୁ କ୍ଷମା କଲେ ନାହିଁ” (ଦେଖ: rc://*/ta/man/translate/figs-explicit)

because everyone who exalts himself

ଏହି ବାକ୍ୟାଂଶ ସହିତ, ଯୀଶୁ କାହାଣୀଠାରୁ କାହାଣୀ ବ୍ୟାଖ୍ୟା କରିବାର ସାଧାରଣ ନୀତି ଆଡ଼କୁ ପରିବର୍ତ୍ତନ କରନ୍ତି I

will be humbled

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ନମ୍ର କରିବେ “(ଦେଖ: rc://*/ta/man/translate/figs-activepassive)

will be exalted

ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ବିଶେଷ ଭାବରେ ସମ୍ମାନିତ କରିବେ” (ଦେଖ: rc://*/ta/man/translate/figs-activepassive)