or_tn/luk/18/14.md

20 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# this man went back down to his house justified
ସେ ଧାର୍ମିକ ଗଣିତ ହେଲା କାରଣ ଈଶ୍ୱର ତାହାକୁ ତାହାର ପାପରୁ କ୍ଷମା କଲେ I ବିକଳ୍ପ ଅନୁବାଦ: “ଈଶ୍ୱର କରଗ୍ରାହୀକୁ କ୍ଷମା କଲେ” (ଦେଖ: [[rc://*/ta/man/translate/figs-explicit]])
# rather than the other
ବରଂ ସେହି ଅନ୍ୟ ଲୋକ ଅପେକ୍ଷା ବା “ଆଉ ସେହି ଅନ୍ୟ ଲୋକକୁ ନୁହେଁ I” ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ୱର ସେହି ଫାରୂଶୀକୁ କ୍ଷମା କଲେ ନାହିଁ” (ଦେଖ: [[rc://*/ta/man/translate/figs-explicit]])
# because everyone who exalts himself
ଏହି ବାକ୍ୟାଂଶ ସହିତ, ଯୀଶୁ କାହାଣୀଠାରୁ କାହାଣୀ ବ୍ୟାଖ୍ୟା କରିବାର ସାଧାରଣ ନୀତି ଆଡ଼କୁ ପରିବର୍ତ୍ତନ କରନ୍ତି I
# will be humbled
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ନମ୍ର କରିବେ “(ଦେଖ: [[rc://*/ta/man/translate/figs-activepassive]])
# will be exalted
ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ବିଶେଷ ଭାବରେ ସମ୍ମାନିତ କରିବେ” (ଦେଖ: [[rc://*/ta/man/translate/figs-activepassive]])