or_tn/luk/18/02.md

744 B

saying

ଏଠାରେ ଗୋଟିଏ ନୂତନ ବାକ୍ୟ ଆରମ୍ଭ ହୋଇପାରିବ: “ସେ କହିଲେ“

a certain city

ଏଠାରେ “ଗୋଟିଏ ନଗର” ଶ୍ରୋତାମାନଙ୍କୁ ଏହା ଜଣାଇବା ପାଇଁ କୁହାଯାଇଛି ଯେ ପରବର୍ତ୍ତୀ ବ୍ୟାଖ୍ୟାମୂଳକ ଘଟଣାଟି ଗୋଟିଏ ନଗରରେ ଘଟିଛି, କିନ୍ତୁ ସେହି ନଗରର ନାମ ମହତ୍ତ୍ଵପୂର୍ଣ୍ଣ ନୁହେଁ I (ଦେଖ: rc://*/ta/man/translate/writing-intro)

did not respect people

ଅନ୍ୟ ଲୋକମାନଙ୍କୁ ଖାତିର କରୁ ନ ଥିଲେ