# saying ଏଠାରେ ଗୋଟିଏ ନୂତନ ବାକ୍ୟ ଆରମ୍ଭ ହୋଇପାରିବ: “ସେ କହିଲେ“ # a certain city ଏଠାରେ “ଗୋଟିଏ ନଗର” ଶ୍ରୋତାମାନଙ୍କୁ ଏହା ଜଣାଇବା ପାଇଁ କୁହାଯାଇଛି ଯେ ପରବର୍ତ୍ତୀ ବ୍ୟାଖ୍ୟାମୂଳକ ଘଟଣାଟି ଗୋଟିଏ ନଗରରେ ଘଟିଛି, କିନ୍ତୁ ସେହି ନଗରର ନାମ ମହତ୍ତ୍ଵପୂର୍ଣ୍ଣ ନୁହେଁ I (ଦେଖ: [[rc://*/ta/man/translate/writing-intro]]) # did not respect people ଅନ୍ୟ ଲୋକମାନଙ୍କୁ ଖାତିର କରୁ ନ ଥିଲେ