or_tn/luk/17/23.md

714 B

'Look, there!' or'Look, here!'

ଏହା ମଶୀହଙ୍କୁ ଅନ୍ୱେଷଣ କରିବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଦେଖ, ମଶୀହ ସେଠାରେ ! ସେ ଏଠାରେ !”(ଦେଖ: rc://*/ta/man/translate/figs-explicit)

do not go out or run after them

ବାହାରକୁ ଯିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଦେଖିବା ନିମନ୍ତେ ସେମାନଙ୍କ ସହିତ ଯାଅ ନାହିଁ” (ଦେଖ: rc://*/ta/man/translate/figs-explicit)