# 'Look, there!' or'Look, here!' ଏହା ମଶୀହଙ୍କୁ ଅନ୍ୱେଷଣ କରିବା ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: “ଦେଖ, ମଶୀହ ସେଠାରେ ! ସେ ଏଠାରେ !”(ଦେଖ: [[rc://*/ta/man/translate/figs-explicit]]) # do not go out or run after them ବାହାରକୁ ଯିବାର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ଦେଖିବା ନିମନ୍ତେ ସେମାନଙ୍କ ସହିତ ଯାଅ ନାହିଁ” (ଦେଖ: [[rc://*/ta/man/translate/figs-explicit]])